ମହା ବଂଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମହାବଂଶା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

୧. ମହତକୁଳ; ଉଚ୍ଚବଂଶ; ପ୍ରସିଦ୍ଧ ବଂଶ —୧. Noble family; a celebrated race.
୨. ସଂସ୍କୃତଗ୍ରନ୍ଥବିଶେଷ —୨. Title of a Sanskit work.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି) ସମ୍ପାଦନା

ଉଚ୍ଚକୁଳସମ୍ଭୂତ —Born of a high or noble family.