ମହାଶୟ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା
(ମହାଶୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହତ୍+ଆଶ୍ର.ୟ ଯାହାର; ବହୁବ୍ରୀହି)

ସମ୍ପାଦନା

ମହାମନାଃ ମହାନୁଭବ; ଉଦାରହୃଦୟ — High minded; noble-minded; magnanimous,

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ସମୁଦ୍ର —Ocean.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଭଦ୍ର ବ୍ୟକ୍ତି; ସମ୍ଭାନ୍ତ ଲୋକ —୧. A gentleman; a respectable person.
୨. ବ୍ୟଙ୍ଗ ଦେଶର ପ୍ରାଚୀନ ରାଜଦତ୍ତ ସମ୍ମାନସୁଚକ ବଂଶୋପାଧି —୨. A family-title given by the kinds of an cient Bengal.
୩. ଓଡ଼ିଶାରେ ଉପନିବେଶ ସ୍ଥାପନ କରିଥିବା ସମ୍ଭାନ୍ତ ବଙ୍ଗୀୟ ଜମିଦାର ବଂଶର ଉପାଧି ବିଶେଷ —୩. A family title of certain Bengal Zamindrars of Orissa.

[ଦ୍ରଷ୍ଟବ୍ୟ — ବାଲେଶ୍ୱର ଜିଲ୍ଲାର କାଉପୁର, ଲକ୍ଷଣନାଥ, ଦେହୁଡ଼ଦା ଓ କଟକ ଜିଲ୍ଲାର କିଶନ୍ ନଗର ଓ ରାମେଶ୍ୱରପୁର (ଯାଜ ପୁର)ର ପ୍ରାଚୀନ ବଙ୍ଗୀୟ ଜମିଦାର ବଂଶର ଏହି ଉପାଧି]

୪. ଗୁରୁଜନ ଓ ସମ୍ମାନନୀୟ ବ୍ୟକ୍ତିଙ୍କୁ ସମ୍ୱୋଧନ —୪. A term used in addressing one's teacher elders and respectable persons.

(ଯଥା— ଗୁରୁ ମହାଶୟ, ପଣ୍ଡିତ ମହାଶୟ)

[ଦ୍ରଷ୍ଟବ୍ୟ — ମାନ୍ୟାସ୍ପଦ ବ୍ୟକ୍ତି ବା ଭଦ୍ର ଲୋକଙ୍କ ନାମ ଶେଷରେ ଏ ପଦ ମଧ୍ୟ ଯୋଗ କରାଯାଏ, ଯଥା— ଶ୍ରୀପଣ୍ଡିତ ରାମଚନ୍ଦ୍ର ମିଶ୍ର ମହାଶୟ ସମୀପେଷୁ]