ମହାଶୟ
ମହାଶୟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାମହାଶୟ
|
(ମହାଶୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହତ୍+ଆଶ୍ର.ୟ ଯାହାର; ବହୁବ୍ରୀହି)
ସମ୍ପାଦନାମହାମନାଃ ମହାନୁଭବ; ଉଦାରହୃଦୟ — High minded; noble-minded; magnanimous,
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାସମୁଦ୍ର —Ocean.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଭଦ୍ର ବ୍ୟକ୍ତି; ସମ୍ଭାନ୍ତ ଲୋକ —୧. A gentleman; a respectable person.
- ୨. ବ୍ୟଙ୍ଗ ଦେଶର ପ୍ରାଚୀନ ରାଜଦତ୍ତ ସମ୍ମାନସୁଚକ ବଂଶୋପାଧି —୨. A family-title given by the kinds of an cient Bengal.
- ୩. ଓଡ଼ିଶାରେ ଉପନିବେଶ ସ୍ଥାପନ କରିଥିବା ସମ୍ଭାନ୍ତ ବଙ୍ଗୀୟ ଜମିଦାର ବଂଶର ଉପାଧି ବିଶେଷ —୩. A family title of certain Bengal Zamindrars of Orissa.
[ଦ୍ରଷ୍ଟବ୍ୟ — ବାଲେଶ୍ୱର ଜିଲ୍ଲାର କାଉପୁର, ଲକ୍ଷଣନାଥ, ଦେହୁଡ଼ଦା ଓ କଟକ ଜିଲ୍ଲାର କିଶନ୍ ନଗର ଓ ରାମେଶ୍ୱରପୁର (ଯାଜ ପୁର)ର ପ୍ରାଚୀନ ବଙ୍ଗୀୟ ଜମିଦାର ବଂଶର ଏହି ଉପାଧି]
- ୪. ଗୁରୁଜନ ଓ ସମ୍ମାନନୀୟ ବ୍ୟକ୍ତିଙ୍କୁ ସମ୍ୱୋଧନ —୪. A term used in addressing one's teacher elders and respectable persons.
(ଯଥା— ଗୁରୁ ମହାଶୟ, ପଣ୍ଡିତ ମହାଶୟ)
[ଦ୍ରଷ୍ଟବ୍ୟ — ମାନ୍ୟାସ୍ପଦ ବ୍ୟକ୍ତି ବା ଭଦ୍ର ଲୋକଙ୍କ ନାମ ଶେଷରେ ଏ ପଦ ମଧ୍ୟ ଯୋଗ କରାଯାଏ, ଯଥା— ଶ୍ରୀପଣ୍ଡିତ ରାମଚନ୍ଦ୍ର ମିଶ୍ର ମହାଶୟ ସମୀପେଷୁ]