ମହାଦେଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଭୁଗୋଳ) ସମ୍ପାଦନା

ବହୁଦେଶର ସମଷ୍ଟି; ଯେଉଁ ବିସ୍ତୀର୍ଣ୍ଣ ଭୁଖଣ୍ଡରେ ଅନେକ ଦେଶ ଥାଏ —Continent.

(ଯଥା—ଆସିଆ, ଇଉରୋପ, ଆଫ୍ରିକା, ଆମେରିକା )