ମହାଜନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ମହାଜନ ସମ୍ୱନ୍ଧୀୟ —Relating to trade or business.

(ଯଥା—ମହାଜନି ଜାହାଜ, ମହାଜନି କାରବାର ଓ ମହାଜନି ଖାତା)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କାରବାର; ବେପାର; ବାଣିଜ୍ୟ —୧. Trade commerce.

[ଦ୍ରଷ୍ଟବ୍ୟ —ବେଶି କାରବାରକୁ ମହାଜନୀ ଓ ସାମାନ୍ୟ କାରବାରକୁ ବେପାର ବୋଲାଯାଏ]

୨. ଟଙ୍କା ବା ଧାନକୁ ସୁଧରେ ଖଟାଇବା —୨. Usury; investment of money or paddy on loan.
୩. ମାରବାଡ଼ୀମାନଙ୍କ ଖାତା ଲେଖାରେ ପ୍ରଚଳିତ ଏକପ୍ରକାର ବିକୃତ ଦେବନାଗର ଲିପି, ଯହିଁରେ ମାତ୍ରା ଆଦି ଲେଖାଯାଏ ନାହିଁ —୩. A kind of script used by the
Marwaris in writing their accounts in which no dipthong or spelt letters are usesd.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ବ୍ରାହ୍ମଣଗ୍ରାମର 'ମହାଜନ' ରୂପ ସ୍ୱତ୍ୱ ଓ ଅଧିକାର —The status and privileges of being a member of the village community of a Brāhmaṇa village.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ଫାରାସୀ - ମହଜର୍ ନାମା) ସମ୍ପାଦନା

କର୍ତ୍ତୃପକ୍ଷଙ୍କୁ ଦିଆଯିବା ବହୁ ଲୋକଙ୍କ ସ୍ୱାକ୍ଷର ଯୁକ୍ତ ଆବେଦନ ପତ୍ର — A representation made to the authorities under the signature of numerous person.