ମସ୍ତିଷ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମସ୍ତୁଲୁଙ୍ଗ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମସ୍ ଧାତୁ=ମାପିବା+ଭାବ. ତି=ମସ୍ତି କିମ୍ୱା ମସ୍କ୍ ଧାତୁ=ଗମନ କରିବା+କରଣ ଅ. ନିପାତନ) ସମ୍ପାଦନା

୧. ମଗଜ; ମୁଣ୍ଡ ଭିତରେ ଥିବା ଲହୁଣି ପରି ବସ୍ତୁ; ମଜ୍ଜା —୧. Brain.
୨. ବୁଦ୍ଧି —୨. Intelligence.
୩. ମସ୍ତିଷ୍କ ଉପରେ କ୍ରିୟା କରିବା କୌଣସି ଔଷଧ —୩. Any medicine acting upon the brain (Apte).