ମସିଣା
(ମସାଣିଆଁ—ଅନ୍ୟରୂପ)
ବନ୍ୟବୃକ୍ଷବିଶେଷ —A tree found in the forest.
[ଦ୍ରଷ୍ଟବ୍ୟ —ଏ ଗଛର ଛେଲିକୁ କାଟିଲେ ଭାରି ଆଠାଳିଆହୁଏ ଏହି ବଟାକୁ ଉଷୁମ କରି ବୋତଲରେ ବଥ ବାଗୀ ଆଦି ବସିଯାଏ]