ମଶିଆ
ମଶିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ମଶି)
ସମ୍ପାଦନାମଳିଆ; ମଳିଯୁକ୍ତ; ମଇଲା —Dirty; begrimed; filthy; soiled.
ଦେଶଜ - ବିଶେଷ୍ୟ -
ସମ୍ପାଦନାଆଳୁ ପୁଆ; ଆଳୁବାତରା; ଆଳୁର ଗୁଳି; ବାତଡ଼ା; ଦେଶୀଆଳୁର ଲତାର ଗଣ୍ଠିରେ ଫଳିଥିବା ଗୋଲାକାର ଆଳୁ —Potato-like tubers coming out at the joints of the yam creeper.