ମଶିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ମଶି) ସମ୍ପାଦନା

ମଳିଆ; ମଳିଯୁକ୍ତ; ମଇଲା —Dirty; begrimed; filthy; soiled.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଆଳୁ ପୁଆ; ଆଳୁବାତରା; ଆଳୁର ଗୁଳି; ବାତଡ଼ା; ଦେଶୀଆଳୁର ଲତାର ଗଣ୍ଠିରେ ଫଳିଥିବା ଗୋଲାକାର ଆଳୁ —Potato-like tubers coming out at the joints of the yam creeper.