ମଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ମଳିନ) ସମ୍ପାଦନା

ମଳଯୁକ୍ତ; ମଇଲା — Dirrty; filthy.

(ଉ—ମେଳଚ୍ଛ ପ୍ରାଏକ ଦିଶେ ନୁହଇ ମଳିଆ ପ୍ରାଚୀ ବ୍ରହ୍ମନିରୂପଣ ଗୀତା)