ମଳକୁଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଳ+କୀଟ୍ଟ) ସମ୍ପାଦନା

ମଳିଯୁକ୍ତ ଦେହକୁ ବା ହଳଦିଲଗା ଦେହକୁ ହାତରେ ଘଷି ଦେଲେ ଯେଉଁ ମଳି ବଳିବଳି ହୋଇ ଦେହରୁ ଖସି ପଡ଼େ —Particles or tiny rolls of dirt oming out of a dirty or turmeric-anointed body when rubbed with the palm or fingers.