ମଲାଙ୍ଗ
ମଲାଙ୍ଗ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ମଲାଙ୍ଗ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଦା) ସମ୍ପାଦନା
ଅନ୍ୟ ବୃକ୍ଷୋପଜୀବୀ ବୃକ୍ଷ; ନିର୍ମୂଳୀ ଗଛ; ପରବୃକ୍ଷଜୀବୀ; ପରାଙ୍ଗପୁଷ୍ଟ ଉଦ୍ଭିଦ — Orchid; epiphyte; a parasitic shrrub growing on the trunk of other trees; Loranthus.
[ଦ୍ରଷ୍ଟବ୍ୟ —ଏହା ଆମ୍ୱ ଅଶ୍ୱତ୍ଥ, ସାହାଡ଼ା ଜାମୁ କୋଚିଲା ଆଦି ଗଛର ଶାଖା ଉପରେ ଉଠେ ଏହାର ପତ୍ର ସବୁଜ ବର୍ଣ୍ଣ ଓ ମୋଟ; ଏହାର ଫୁଲ ଆରକ୍ତ, କେଶର ୪/୬:ଟି ଏହାର ଫଳ ପାଚିଲେ ଜାଲି ହୁଏ ଚଟଚଟିଆ ଅଠା ଭିତରେ ମଞ୍ଜି ଥାଏ ଅନେକ ଔଷଧ ଓ ଗୁଣିଗାରିଡ଼ିରେ ଏହା ଲାଗେ]