ମଲା
ମଲା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ମଲଯା, ମଲାମୋର, ମଲାମଁ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ମୃତ)
ସମ୍ପାଦନା- ୧. ମୃତ —୧. Dead.
(ଉ—ମଲା ଲୋକ କୀର୍ତ୍ତି ଅଟଇ ସେହିପରି କୃଷ୍ଣିସିଂହ ମହାଭାରତ ବନ)
- ୨. ମୂମୂର୍ଷ; ମୃତପ୍ରାୟ —୨. Ddying; moribund.
(ଉ—ମଲାଠେଇଁ ଚନ୍ଦନ; ପାଟୀ ପାଟୀ ଢ଼ଗ)
- ୩. ମରଣାପନ୍ନବ୍ୟକ୍ତି ପରି କ୍ଷୀଣ —୩. Emaciate like a dying person.
- ୪. ଶୁଷ୍କ (ବୃକ୍ଷ) —୪. Withered (tree).
- ୫. ନିଷ୍ପ୍ରଭ; ପ୍ରଭାହୀନ —୫. Lustreless.
(ଯଥା— ମଲାଜହ୍ନ)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ମୂମୂର୍ଷୁ ଅବସ୍ଥା —୧. Dying condition.
- ୨. ଅତି ଦୁଃଖମୟ ଅବସ୍ଥା; ଅଅତି ଗରିବ ଅବସ୍ଥା —୨. Very impoverished condition.
(ଉ—ଏଡ଼େ ମଲାଠେଇଁ ଦିଓଳି ବିଶେଷ୍ୟ - ତତଲା ଖିଅ!—ଢ଼ଗ)
ଦେଶଜ - ଅ (ବିରକ୍ତି ଓ ଅବମାନନୀ ପ୍ରଦର୍ଶନ ସୂଚକ ଅବ୍ୟୟ)
ସମ୍ପାଦନାଛିଆ! ଛି! ଛିଆ ଲୋ! —(interjection denoting displeasure or disregard) Fie!
(ଉ—ମଲା ଯା ! ଛଟା ଟଙ୍କା ପଡ଼ିଲା ଭେଣ୍ଡି ଫକିରମୋହନ. ଗଳ୍ପସ୍ୱଳ୍ପ