ମଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ମଲଯା, ମଲାମୋର, ମଲାମଁ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ମୃତ) ସମ୍ପାଦନା

୧. ମୃତ —୧. Dead.

(ଉ—ମଲା ଲୋକ କୀର୍ତ୍ତି ଅଟଇ ସେହିପରି କୃଷ୍ଣିସିଂହ ମହାଭାରତ ବନ)

୨. ମୂମୂର୍ଷ; ମୃତପ୍ରାୟ —୨. Ddying; moribund.

(ଉ—ମଲାଠେଇଁ ଚନ୍ଦନ; ପାଟୀ ପାଟୀ ଢ଼ଗ)

୩. ମରଣାପନ୍ନବ୍ୟକ୍ତି ପରି କ୍ଷୀଣ —୩. Emaciate like a dying person.
୪. ଶୁଷ୍କ (ବୃକ୍ଷ) —୪. Withered (tree).
୫. ନିଷ୍ପ୍ରଭ; ପ୍ରଭାହୀନ —୫. Lustreless.

(ଯଥା— ମଲାଜହ୍ନ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମୂମୂର୍ଷୁ ଅବସ୍ଥା —୧. Dying condition.
୨. ଅତି ଦୁଃଖମୟ ଅବସ୍ଥା; ଅଅତି ଗରିବ ଅବସ୍ଥା —୨. Very impoverished condition.

(ଉ—ଏଡ଼େ ମଲାଠେଇଁ ଦିଓଳି ବିଶେଷ୍ୟ - ତତଲା ଖିଅ!—ଢ଼ଗ)

ଦେଶଜ - ଅ (ବିରକ୍ତି ଓ ଅବମାନନୀ ପ୍ରଦର୍ଶନ ସୂଚକ ଅବ୍ୟୟ) ସମ୍ପାଦନା

ଛିଆ! ଛି! ଛିଆ ଲୋ! —(interjection denoting displeasure or disregard) Fie!

(ଉ—ମଲା ଯା ! ଛଟା ଟଙ୍କା ପଡ଼ିଲା ଭେଣ୍ଡି ଫକିରମୋହନ. ଗଳ୍ପସ୍ୱଳ୍ପ