ମର୍ମର
ମର୍ମର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ମୃ ଧାତୁ+କର୍ତ୍ତୃ. ଅର; 'ମ' ଆଗମ)
ସମ୍ପାଦନା- ୧. ପତ୍ରାଦିରେ ବାୟୁ ହିଲ୍ଲୋଳାଦିଜନିତ ଅବ୍ୟକ୍ତ ଧ୍ୱନି —୧. The rustling or cracking sound of leaves when trodden or wafted breeze.
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମାର୍ବଲ୍)
ସମ୍ପାଦନାମାର୍ବଳ୍ ପଥର; ଶଙ୍ଖମର୍ମର ପଥର —marble.
[ଦ୍ରଷ୍ଟବ୍ୟ —ଭାରତରେ ଜବଲପୁର ଓ ରାଜପୁତନାର ମର୍ମର ପ୍ରସ୍ତର ପ୍ରସିଦ୍ଧ ଧଳା, କଳା ଓ ହଳଦିଆ ଓ ଛଉକା ଆଦି ନାନାରଙ୍ଗର ମର୍ମର ପଥର ଅଛି ଆଗ୍ରାର ତାଜମହଲ ମର୍ମର ପଥରରେ ମିର୍ମିତ ଆଗ୍ରାରେ ଏହି ପଥରର ବାସନ ମିଳେ ଇଟାଲିରେ ଉତ୍କୃଷ୍ଟ ମର୍ମର ମିଳେ]
ଅନୁବାଦ
ସମ୍ପାଦନାମର୍ମର
|
ସଂସ୍କୃତ - ବିଶେଷଣ -
ସମ୍ପାଦନାମର୍ମର ଶବ୍ଦକାରକ —Making a rustling sound.
ବୈଦେଶିକ - ବିଶେଷ୍ୟ - (ନାମ)
ସମ୍ପାଦନାଏହି ନାମର ସାଗର —The Sea of Marmora; an inland sea to the southwest of the Black Sea.
[ଦ୍ରଷ୍ଟବ୍ୟ —ଏହି ସାଗର ଇଉରୋପୀୟ ସୁରଷ୍କ ଓ ଆସିୟିକ ତୁରଷ୍କ ମଧ୍ୟରେ ଅବସ୍ଥିତ ଏହି ବାଟେ କୃଷ୍ଣସାଗର (Black Sea)କୁ ଭୁମଧ୍ୟସାଗରକୁ ଯିବା ଆସିବା କରାଯାଏ; ଏହା କୃଷ୍ଣସାଗରର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ; ଏହାର ଉତ୍ତର ପୂର୍ବ କୋଣରେ ଇରୋପୀୟ ତୁରଷ୍କର ରଜଧାନୀ କନ୍ଷ୍ଟାଣ୍ଟିନୋପଲ୍ ଅବସ୍ଥିତ]
ଅନୁବାଦ
ସମ୍ପାଦନାମର୍ମର
|
ଦେଶଜ - ବିଶେଷଣ -
ସମ୍ପାଦନାମୁର୍ମୂର୍ଷୁ —Dying.