ମର୍ତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ ମରିବା+କର୍ମ, ତ; ଯେଉଁଠାରେ ଜୀବମାନେ ମରନ୍ତି) ସମ୍ପାଦନା

୧. ଭୂଲୋକ; ପୃଥିବୀ —୧. The earth; the world.
୨. (+କର୍ତ୍ତୃ. ତ)ମାନବ; ମନୁଷ୍ୟ —୨. Man.
୩. ମାନବ ଜାତି —୩. The mankind.

ଦେଶଜ - ବିଶେଷଣ - ସମ୍ପାଦନା

୧. ନଶ୍ୱର; ମରଣଶୀଳ —୧. mortal; subject to decay.
୨. ଅନିତ୍ୟ —୨. Temporal.

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମରତବା) ସମ୍ପାଦନା

ଥର; ବାର —Time.

(ଯଥା— ମୁଁ ତତେ ଏ କଥା ୩ ମର୍ତ୍ତ କହିଲିଣି)