ମର୍ତ୍ତ
ମର୍ତ୍ତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ ମରିବା+କର୍ମ, ତ; ଯେଉଁଠାରେ ଜୀବମାନେ ମରନ୍ତି)
ସମ୍ପାଦନା- ୧. ଭୂଲୋକ; ପୃଥିବୀ —୧. The earth; the world.
- ୨. (+କର୍ତ୍ତୃ. ତ)ମାନବ; ମନୁଷ୍ୟ —୨. Man.
- ୩. ମାନବ ଜାତି —୩. The mankind.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ନଶ୍ୱର; ମରଣଶୀଳ —୧. mortal; subject to decay.
- ୨. ଅନିତ୍ୟ —୨. Temporal.
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ମରତବା)
ସମ୍ପାଦନାଥର; ବାର —Time.
(ଯଥା— ମୁଁ ତତେ ଏ କଥା ୩ ମର୍ତ୍ତ କହିଲିଣି)