ମରାମରି
ମରାମରି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃତ ଧାତୁ ଣିଚ ମାରି ଧାତୁ)
ସମ୍ପାଦନା- ୧. ଅନ୍ୟୋନ୍ୟ ମାଡ଼ ଦିଆ ଦେଇ; ଫଉଜଦାରି —୧. Mutual beating or striking; affray; brawl.
(ଉ—ପରସ୍ପର ମରାମରିଟି ସେ ହୋଇଲେ କୃଷ୍ଣସିଂହ. ମହାଭାରତ ଆଦି)
- ୨. ମାରପିଟ; ବିଶେଷ ପ୍ରହାର — ୨. Copious beating.
- ୩. ଫିଙ୍ଗାଫିଙ୍ଗି; ଫୋପାଡ଼ା— ଫୋପାଡ଼ି; ଅନ୍ୟୋନ୍ୟ ଫୋପାଡ଼ିବା କର୍ମ —୩. The act of throwing things at other or one another.
(ଉ—ପରସ୍ପର କାଚ ପିଚିକା କରେ ଧରି, ହୋଇଲେ ସେ ଚନ୍ଦନ ବାରି ମରାମରି କୃଷ୍ଣସିଂହ. ମହାଭାରତ ଆଦି)
ଦେଶଜ - ବିଶେଷଣ -
ସମ୍ପାଦନାଅନ୍ୟୋନ୍ୟ ମରାପିଟ କରୁଥିବା —Beating each other.