ମରସୁମୀ
ମରସୁମୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋସମ୍=ଋତୁ)
ସମ୍ପାଦନା- ୧. ମୌସୁମୀ; ମର୍ମୂସ୍; ଋତୁ —୧. Weather; season.
- ୨. ସୁଯୋଗ —୨. Suitable opportunity.
ବୈଦେଶିକ - ବିଶେଷଣ -
ସମ୍ପାଦନାଋତୁକାଳୀନ —Happening in a particular weather or reason; seasonable; monsoonic.
(ଯଥା—ମରସୁମୀ ବାୟୂ, ମରସୁମୀ ବୃଷ୍ଟି)