ମରସୁମୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋସମ୍=ଋତୁ) ସମ୍ପାଦନା

୧. ମୌସୁମୀ; ମର୍ମୂସ୍; ଋତୁ —୧. Weather; season.
୨. ସୁଯୋଗ —୨. Suitable opportunity.

ବୈଦେଶିକ - ବିଶେଷଣ - ସମ୍ପାଦନା

ଋତୁକାଳୀନ —Happening in a particular weather or reason; seasonable; monsoonic.

(ଯଥା—ମରସୁମୀ ବାୟୂ, ମରସୁମୀ ବୃଷ୍ଟି)