ମରକତ
ମରକତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
[ମରକ୍ତ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - [ମରକ=ମାରୀଭେୟ+ ତୃ. ଧାତୁ=ପାଇ ହେବା+ କରଣ ଅ; ଏହା ଧାରଣ କଲେ ମାରୀଭୟରୁ ମନୁଷ୍ୟ ରକ୍ଷା ପାଏ ବୋଲି ବିଶ୍ୱାସ ଥିବାରୁ) ସମ୍ପାଦନା
ସବୁଜ ବା ହରିଦ୍ୱର୍ଣ୍ଣ ମଣିବିଶେଷ; ପନ୍ନା —Emerald.
[ଉ— ଘେନି ମରକତକେଶୀ କେଶୀ ରିଜୁ ସୁତ ଶାସ୍ତ୍ରରୁ ପଢ଼ାଇବ ଭଞ୍ଜ. ପ୍ରେମସୁଧାନିଧି]
[ଦ୍ରଷ୍ଟବ୍ୟ —ତୁଳନା କର. ପ୍ରୁସିୟାନ୍ — maragda (ମରଗଦ), ଲାଟିନ୍ —Smaragdus (ସ୍ମରଗ୍ଦସ୍), ପ୍ରେଞ୍ଚ —Emerande ଏମେରିଣ୍ଡେ ହିନ୍ଦୁ ଜ୍ୟୋତିଷୀଙ୍କ ମତରେ ଏ ରତ୍ନ ବୁଧ ଗ୍ରହଙ୍କର ପ୍ରିୟ ରତ୍ନ ]
ଦେଶଜ - ବିଶେଷ୍ୟ - ସମ୍ପାଦନା
ମରକତ କେଶରୀ (ଦେଖ) - — Marakata keṡarī (See).
(ଉ—ପୁଣ୍ୟଶ୍ଳୋକ ମରକତ ମହୀପତି ରାଧାନାଥ. ଦରବାର)