ମମୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ ମମ୍ମୀ; ଆରବୀ - ମୁମାୟିନ୍; ଫା ମୋମ୍=ମହଣ) ସମ୍ପାଦନା

ମହଣ ସହିତ ବିବିଧ ମମଲା ଦିଆଯାଇ ପ୍ରାଚୀନ ମିଶର ଦେଶୀୟ ପ୍ରଥା ଅନୁସାରେ ବହୁକାଳ ଅବିକୃତ ଅବସ୍ଥାରେ ସରକ୍ଷିଂତ ହୋଇଥିବା ଶବଦେହ ବା ମୁର୍ଦ୍ଦାର —A presserved dead body of egypt; mummy; dead body preserved for a very long time with the help of wax and other spices.

[ଦ୍ରଷ୍ଟବ୍ୟ —ଏପରି ସୁରକ୍ଷିତ ଶବଦେହମାନ ମିଶର ଦେଶର ପୁରାତନ କବରମାନଙ୍କରୁ ବର୍ତ୍ତମାନ ସମୟରେ ଖୋଳା ହୋଇ ବାହାର କରା ଯାଉଅଛି ବହୁ ସହସ୍ର ବର୍ଷ ପୂର୍ବରୁ ଶବମାନ ଆଜି ପର୍ଯ୍ୟନ୍ତ ଆବିକୃତ ଥିବା ଦେଖିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ]