ମପ୍ସଲ
ମପ୍ସଲ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
[ମପ(ଫ)ସ୍ସଲ—ଅନ୍ୟରୂପ]
ଅନୁବାଦ ସମ୍ପାଦନା
[ସହର—ବିପରୀତ]
(ସଦର—ବିପରୀତ)
ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଫସ୍ଲସ୍) ସମ୍ପାଦନା
- ୧. ଗ୍ରାମ; ନଗରର ବହିଃସ୍ଥ ଦେଶାଂଶ; ସହରଠାରୁ ଦୂରରେ ଥିବା ଅଞ୍ଚଳ; ଗ୍ରାମ୍ୟ ପ୍ରଦେଶ — ୧. Village; countryside; mofussil; interior of a district.
- ୨. ନିଭୃତ ବା ଅପ୍ରକାଶ୍ୟ ଅଞ୍ଚଳ —୨. A solitary or out of the way place.
- ୩. ଲୁଗାର ବା କୁର୍ତ୍ତାର ଯେଉଁ ଅଂଶ ସାଧାରଣଙ୍କୁ ଦୃଷ୍ଟିରେ ନ ପଡ଼େ — ୩. The inside of inner surface of cloth or garment.
- ୪. ଜମିଦାରୀର ଅନ୍ତର୍ଗତ ଗ୍ରାମମାନ — ୪. The villages constituting a zamindary orr estate.