ମନ ମଉଜୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ମନମୌଜୀ(ଜୌଜିଆ), ମନମଉଜିଆଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

(ମନ ମଉଜୀ, ମନ ମଉଜେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମନଃ+ଫାରାସୀ - ମୌଜୀ) ସମ୍ପାଦନା

୧. ଯେ ସର୍ବଦା ପ୍ରଫୁଲ୍ଲମନା —୧. Always merry.
୨. ଯଥେଚ୍ଛାଚାରୀ —୨. Despotic; arbitrary.