ମନ୍ଦୁରା
ମନ୍ଦୁରା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ମନ୍ଦ୍ ଧାତୁ=ନିଦ୍ରାଯିବା+ଅଧିକରଣ ଉର+ଆ; ଯହିଁରେ ଅଶ୍ୱ ନିଦ୍ରା ଯାଏ)
ସମ୍ପାଦନା- ୧. ଅସ୍ତାବଲ; ଅଶ୍ୱଶାଳା —୧. A stable.
- ୨. ଶଯ୍ୟା — ୨. A bed (Apte).
ମନ୍ଦୁରା ଅଭାବେ କୁମରମଣିରେ ତିରଣ ଶଯ୍ୟା କରଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୩. (ଯାହା ଉପରେ ଲୋକେ ଶୁଅନ୍ତି) ହେଁସ; ମୁନ୍ଦରା; ତୃଣ ନିର୍ମିତ ଆସନ —୩. A mat; a mat of reeds.
[ଦ୍ରଷ୍ଟବ୍ୟ —ଜୁଣ, ବେରୁହାଁ, କାଣ୍ଡ— କାଣ୍ଡିଆ ବା ସନ୍ତରା ଆଦି ତୃଣର ଡାଙ୍ଗକୁ ବାଣୀ ବା ସରୁ ଡୋରଦ୍ୱାରା ବୁଣି ଏହା ତିଆରି କରାଯାଏ ମନ୍ଦୁରା ଶବ୍ଦ ସଂସ୍କୃତ,ଏହାର ଅନ୍ୟ ସଂସ୍କୃତ ନାମ ମନ୍ଦୋଦରୀ]