ମନ୍ତ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମନ୍ତ୍ର ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ) ସମ୍ପାଦନା

ମନ୍ତ୍ରଣାଦାତା — Counsellor; advisor.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ସଚିବ; ଯେଉଁ ପ୍ରଧାନ ରାଜକର୍ମଚାରୀଙ୍କ ପରାମର୍ଶରେ ରାଜ୍ୟ ଶାସିତ ହୁଏ — A minister.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗଞ୍ଜାପା ସାରର ଏକାଦଶ ସଂଖ୍ୟାସୂଚକ ଘୋଡ଼ାର ବା ହାତୀର ଚିତ୍ର —୧. A picture representing ୧୧ in the Gan̄japā game.
୨. ସତରଞ୍ଜି ଖେଳରେ ରଜାଙ୍କ ତଳ ସାର —୨. The queen piece in the game of chess.