ମଧ୍ୟରେ
ମଧ୍ୟରେ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ (ସଂ ମଧ୍ୟେ)
ସମ୍ପାଦନା- ୧. ଭିତରେ —୧. Inside of; in; within; in the midst of.
- ୨. ଦୁଇ ବସ୍ତୁ ବା ବ୍ୟକ୍ତି ମଧ୍ୟରେ —୨. Between two.
- ୩. ଅନେକଙ୍କ ଭିତରେ —୩. Amongst many; amidst many.
- ୪. ଅମୁକ ସମୟରେ — ୪. Within the time or period of.
- ୫. ଅଧିକନ୍ତୁ —୫. Moreover.
(ଉ—ତାଙ୍କ ତାମ୍ୱୁଳ ନିଯୋଜନ୍ତି, ମଧ୍ୟରେ ସେବକ ବୋଲନ୍ତି ଜଗନ୍ନାଥ. ଭାଗବତ)