ମଧ୍ୟ
ମଧ୍ୟ
ଉଚ୍ଚାରଣ
ସମ୍ପାଦନା(ମଧ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମନ୍ ଧାତୁ+କର୍ମ ଅ; ନିପାତନ; କିମ୍ୱା ମ=ସୌନ୍ଦର୍ଯ୍ୟ +ଧା ଧାତୁ=ଧାରଣ କରିବା+କର୍ତ୍ତୃ ଅ; ନିପାତନ)
ସମ୍ପାଦନା- ୧. ଅଣ୍ଟା; କଟିଦେଶ —୧. The waist.
- ୨. ମଝି; ଦୁଇ ଶେଷ ଭାଗର ମଧ୍ୟସ୍ଥଳ —୨. Middle.
- ୩. ଭିତର; ଅଭ୍ୟନ୍ତର; ଅନ୍ତର୍ଦେଶ —୩. Inside.
- ୪. ଅନ୍ତରାଳ —୪. Interval; interstice.
- ୫. ବିଶ୍ରାମ; ବିରାମ —୫. Cessation; rest.
- ୬. ତାଳ ବିଶେଷ —୬. Name of a musical cadence.
- ୭. ସଂଖ୍ୟା ବିଶେଷ; ଏକରେ ୧୬: ଟା ଶୂନ୍ୟ ଦେଲେ ହେବା ସଂଖ୍ୟା —୭. Ten thousand trillions in number.
- ୮. ନୃତ୍ୟ ବିଶେଷ; ଖେମଟା ନାଚ — ୮. A kind of dance.
- ୯. ଗ୍ରହର ଗତି ବିଶେଷ —୯. A motion of a planet.
- ୧. ହାତର ମଝି ଆଙ୍ଗୁଠି —୧୦. Middle finger.
- ୧୧. ପଶ୍ଚିମ ଦିଗ —୧୧. The west.
- ୧୨. ସୂଶ୍ରୁତ ମତେ ୧୬: ବର୍ଷଠାରୁ ୭ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମନୁଷ୍ୟର ଅବସ୍ଥା (ହିନ୍ଦୀ - ଶ) —୧୨. The state of a person between the ages of ୧୬ and ୭୦ years.
- ୧୩. ଭେଦ (ହିନ୍ଦୀ - ଶ) —୧୩. Difference.
ବିଶେଷଣ -
ସମ୍ପାଦନା- ୧. ଅନ୍ତର୍ବତ୍ତୀ —୧. Situate inside.
- ୨. ଉପଯୁକ୍ତ; ନ୍ୟାଯ୍ୟ —୨. Legitimate; proper; fit.
- ୩. ଅଭ୍ୟନ୍ତରସ୍ଥ —୩. Inner; internal.
- ୪. ମଧ୍ୟମ —୪. Middle-most.
- ୫. ମଧ୍ୟବର୍ତ୍ତୀ — ୫. Intermediate.
- ୬. ଅଧମ; ଅନୁତ୍ତମ —୬. Bad; not good.
ଅନୁବାଦ
ସମ୍ପାଦନାଦେଶଜ - ଅ (ସଂସ୍କୃତ - ଅପି)
ସମ୍ପାଦନା- ୧. ଅପିଚ; ପୁନଶ୍ଚ, ଆହୁରି —୧. Also; again.
- ୨. କିନ୍ତୁ —୨. But.
- ୩. ଏବଂ —୩. And.
(ଉ— ରାମଚନ୍ଦ୍ର ମଙ୍ଗରାଜ ଜଳେ ମଫସଲର ଜମିଦାର, ମଧ୍ୟ ମହାଜନ ଫକୀରମୋହନ. ଛମାଣ ଆଠଗୁଣ୍ଠ)