ମଧୁର ରସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (କର୍ମଧା) (ଷଡ଼ ରସ ମଧ୍ୟରୁ ଏକତମ) ମିଠା ରସ —୧. Sweet; taste.
୨. ପ୍ରେମ ରସ; ବାତ୍ସଲ୍ୟ ରସ —୨. The sentiment of love and affection; soft and tender emotions.
୩. (ବହୁବ୍ରୀହି, ମଧୁ=ମିଠା ଅଟେ ରସ ଯାହାର)—ଆଖୁ — ୩. Sugarcane .
୪. ତାଳ ଗଛ —୪. Palm tree.