ମଦୁଆ
ମଦୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ମଦୋଈ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାମଦୁଆ
|
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ମଦ ସମ୍ୱନ୍ଧୀୟ —୧. Realiting to wine.
- ୨. ପାନାସକ୍ତ —୨. Addicted to drinking; sottish.
ବିଶେଷ୍ୟ -
ସମ୍ପାଦନା- ୧. ମଦଖୋର୍ — ୧. Drunkard; a sot
(ଉ—କୁରୁ ପାଣ୍ଡୁ ଦୁଇ ସେନାଏତ ମଦୁଆ, ପ୍ରାୟେ ଯୁଦ୍ଧ ଦାଣ୍ଡେ ଯୁଝିଲେ ହୋଇ ଠିଆ କୃଷ୍ଣସିଂହ ମହାଭାରତ ଭୀଷ୍ମ)
- ୨. ଗାଳି ବିଶେଷ —୨. A term of abuse.