ମଦିନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଆରବ ଦେଶର ଗୋଟିଏ ନଗର — Medina, a town in Arabia.

[ଦ୍ରଷ୍ଟବ୍ୟ — ମୁସଲମାନ୍ ଧର୍ମପ୍ରତିଷ୍ଠା ମହମ୍ମଦ ଏଠାରେ ଧର୍ମପ୍ରଚାର କରି ଏହି ନଗର ଅଧିକାର କରିଥିଲେ ଏହା ମୁସଲମାନଙ୍କର ଗୋଟିଏ ତୀର୍ଥ ସ୍ଥାନ ଏହା ମକ୍କା ନଗରଠାରୁ ୩୭: ମାଇଲ ଦୂରରେ ଉତ୍ତରରେ ଅବସ୍ଥିତ]