ମତାଲବି
ମ(ତା)ଲ(ବି)
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା[ମତ(ତା)ଲପି(ବି)ୟା—ଅନ୍ୟରୂପ]
ବୈଦେଶିକ - ବିଶେଷଣ - (ଆରବୀ - ମଲତବୀ)
ସମ୍ପାଦନା- ୧. ଯାହାର ଅଭିସନ୍ଧି ଅଛି —୧. Having an aim armotive in view.
- ୨. ସ୍ୱେଚ୍ଛାଚାରୀ; ଖିଆଲୀ —୨. Acting according to one's whims; wayward; whimsical.
- ୩. ଫନ୍ଦୀବାଜ୍; କୂଟବୁଦ୍ଧିଯୁକ୍ତ; କୌଶଳୀ —୩. Strategist; crafty; designing
- ୪. ସ୍ୱାର୍ଥପର —୪. Selfish.