ମତାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)—ଅବ୍ୟୟ (ତୁଳ ବଙ୍ଗାଳୀ - ମତନ୍; ହିନ୍ଦୀ - ମୋତାବିକ୍) ସମ୍ପାଦନା

ପରି; ମତି —Like.

[ଉ— ସେ କାହାର ମିତାନ୍ ଦେଖା ଯାଉଛେ?=ସେ କାହାପରି ଦେଖା ଯାଉଛି?]