ମଣ୍ଡୋପ

ଉଚ୍ଚାରଣ

ସମ୍ପାଦନା

(ମଣ୍ଡେଇ, ମୁଣ୍ଡପ, ମୁଣ୍ଡେଇ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ -

ସମ୍ପାଦନା

ମଣ୍ଡପ (ଦେଖ) - —Maṇḍapa (See)

[ଉ—କିଛି ଦୂରେ ମଣ୍ଡୋପେକ ଦେଖିଲେ ଯାଇଁ—ପ୍ରାଚୀ. ନଳଚରିତ]