ମଣ୍ଡା ପଡ଼ିୟା

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା

ଧଡ଼ିରେ ମଣ୍ଡଳ ଆକାର ଚିତ୍ର ବୁଣାଯାଇ ଥିବା (ଲୁଗା) —(cloth) Bearing circular marks in the border.

(ଉ— ନେତ ପିନ୍ଧୟା ମଣ୍ଡା ପଡ଼ିଆ, କହ୍ନାଇ କି ଯିବି ଲୋଡ଼ିୟା ପ୍ରାଚୀ. ରହସ୍ୟମଞ୍ଜରୀ)