ମଣ୍ଡାଇବା
ମଣ୍ଡାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ମଣ୍ଡାଇବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
(ମଣ୍ଡିବା କ୍ରିୟାର ଣିଜନ୍ତ ରୂପ) — The causative forrm of Maṇḍibā).
- ୧. ମଣ୍ଡିତ କରାଇବା —୧. To cause too adorn.
(ଉ—ମଣ୍ଡାଇ ସୁନୀଳ ନେତ୍ର ପଙ୍କଜାସ୍ୟେ, ଅଯତ୍ନ ମଣ୍ଡଳ ଚଳଭୃରୂ ଲାସ୍ୟ ରାଧାନାଥ. ଚିଲିକା)
- ୨. ସୁସଜ୍ଜିତ କରିବା —୨. To decorate.
(ଉ— ମଣ୍ଡାଇଲି ନିବାସ କିମ୍ପା ହେଲି ଏ ବେଶ, ଆନେ ଯେବେ ଜୀବେଶ ମନ ବଳିଲାରେ କବିସୂର୍ଯ୍ୟ ସଙ୍ଗୀତ)