ମଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବି—(ଅର୍ବଚୀନ ସଂସ୍କୃତ) ସମ୍ପାଦନା

ମହଣ; ୪ ସେର — One maund; ୪୦ seers.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଘୋଡ଼ା ଓ ବଳଦମାନଙ୍କୁ କାମ ଶିଖାଇବା ପାଇଁ— ତାଲିମ କରିବା —Training given to horses and bullocks; breaing a horse or young bullock.

ବିଶେଷଣ - ସମ୍ପାଦନା

ତାଲିମ ହୋଇଥିବା (ପଶୁଆଦି) — Trained (animals) for work.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - ସମ୍ପାଦନା

୪. ବାଟି ଓଜନ —Weight of forty bāṭis.