ମଢ଼ିଆ
ମଢ଼ିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମଢ଼ିଆ
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. ମୁର୍ଦ୍ଦରିଆ; ଶବପରି ଶୀର୍ଣ୍ଣ —୧. Emaciated or lean like a corpse.
- ୨. ଶବବାହକ —୨. Carrying the dead body; corpse-bearing.
ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ମଣ୍ଡପ)— ମଡ଼ିଆ; ପତ୍ର କୁଡ଼ିଆ —୧. A hut made of leaves and twigs.
(ଉ—ମଢ଼ିଆ ଦୂଆରେ ଯେ ଅଛଇ ବେଲ ଗଛ, ତହିଁ ତଳେ ବସିଛନ୍ତି ବିଭାଣ୍ଡକ ବତ୍ସ୍ୟ ବିଶ୍ୱନାଥ ବିଚିତ୍ରରାମାୟଣ)
- ୨. (ସଂସ୍କୃତ - ମୃତାହ) ଶୂଦ୍ରର ଶବଦାହରେ ସାହାର୍ଯ୍ୟକାରୀ ବା ପୁରୋହିତ କର୍ମଚାରୀ ପତିତ ବ୍ରାହ୍ମଣ; ଅଗ୍ରଦାନ ବ୍ରାହ୍ମଣ; ପଣ୍ଡାବ୍ରାହ୍ମଣ —୨. A fallen Brāhmaṇa; a low caste of Brāhmaṇas who officiate at the funeral ceremony of Ṡūrdras.
- ୩. (ବଣିଆ ଶବ୍ଦ) ଛୋଟ; ହାତୁଡ଼ି —୩. A gold- smith's small hammer.