ମଢ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ମୁର୍ଦ୍ଦରିଆ; ଶବପରି ଶୀର୍ଣ୍ଣ —୧. Emaciated or lean like a corpse.
୨. ଶବବାହକ —୨. Carrying the dead body; corpse-bearing.

ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ମଣ୍ଡପ)— ମଡ଼ିଆ; ପତ୍ର କୁଡ଼ିଆ —୧. A hut made of leaves and twigs.

(ଉ—ମଢ଼ିଆ ଦୂଆରେ ଯେ ଅଛଇ ବେଲ ଗଛ, ତହିଁ ତଳେ ବସିଛନ୍ତି ବିଭାଣ୍ଡକ ବତ୍ସ୍ୟ ବିଶ୍ୱନାଥ ବିଚିତ୍ରରାମାୟଣ)

୨. (ସଂସ୍କୃତ - ମୃତାହ) ଶୂଦ୍ରର ଶବଦାହରେ ସାହାର୍ଯ୍ୟକାରୀ ବା ପୁରୋହିତ କର୍ମଚାରୀ ପତିତ ବ୍ରାହ୍ମଣ; ଅଗ୍ରଦାନ ବ୍ରାହ୍ମଣ; ପଣ୍ଡାବ୍ରାହ୍ମଣ —୨. A fallen Brāhmaṇa; a low caste of Brāhmaṇas who officiate at the funeral ceremony of Ṡūrdras.
୩. (ବଣିଆ ଶବ୍ଦ) ଛୋଟ; ହାତୁଡ଼ି —୩. A gold- smith's small hammer.