ମଢ଼ଫୁଲି
ମଢ଼ଫୁଲି
ଉଚ୍ଚାରଣ
ସମ୍ପାଦନା(ମେଢ଼ ଫୁଲି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - (ପ୍ରାଚୀନ) ବିଶେଷ୍ୟ -
ସମ୍ପାଦନା- ୧. ରାଜାଙ୍କ ଖାଦ୍ୟ ଓ ଦେବତାଙ୍କ ନୈବେଦ୍ୟ ପ୍ରତି ବ୍ୟବହୃତ) ଭୋଜନାଦିର ପକ୍ୱ ସାମଗ୍ରୀ; ଅନ୍ନ— ବ୍ୟଞ୍ଜନାଦି —୧. Cooked articles of meal (of a Raja or a Deity).
- ୨. (ମାଦଳା ପାଞ୍ଜିରେ ବ୍ୟବହୃତ) ଦେବତା ଓ ରାଜାଙ୍କ ଖାଦ୍ୟ ପାଇଁ ପକ୍ୱାନ୍ନ — ୨. Boiled rice intended for a Deity or Raja.