ମଞ୍ଜ ପତ୍ର

ଉଚ୍ଚାରଣ

ସମ୍ପାଦନା

(ମଞ୍ଜ ପତର—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. କଦଳୀ ଗଛର ମଞ୍ଜରୁ ବାହାରିଥିବା ବଡ଼ ପତ୍ର —୧. A big new leaf which has emarged from the pith of a plantain tree.
୨. କଦଳୀ ଗଛର କୋମଳ ପତ୍ର —୨. The tender or new leaf coming out of a plantain plant.