ମଞ୍ଜ ପତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମଞ୍ଜ ପତର—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କଦଳୀ ଗଛର ମଞ୍ଜରୁ ବାହାରିଥିବା ବଡ଼ ପତ୍ର —୧. A big new leaf which has emarged from the pith of a plantain tree.
୨. କଦଳୀ ଗଛର କୋମଳ ପତ୍ର —୨. The tender or new leaf coming out of a plantain plant.