ମଞ୍ଜୁଆତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ମଞ୍ଜାତି—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ମଞ୍ଜିଷ୍ଠା) ସମ୍ପାଦନା

ଏକ ପ୍ରକାର ହ୍ରସ୍ୱ ବୃକ୍ଷ — A kind of small tree, the leaves of which are crushed and pasted on the hands and legs which become red-coloured; Hena; Lawsonia Alba; the evergreen privet (tree) Rhamnus Alaternus.

[ଦ୍ରଷ୍ଟବ୍ୟ —ଏ ଗଛ ଉଚ୍ଚରେ ୫୭: ହାତ ବଢ଼େ ଏଥିର ପତ୍ରକୁ ବାଟି ହାତ ଗୋଡ଼ରେ ବୋଳିଲେ ସେ ସ୍ଥାନମାନ ନାଲି ରଙ୍ଗରେ ରଞ୍ଜିତ ହୁଏ ଏଥିର ଡ଼ାଳରେ ଛୋଟ ଛୋଟ କଣ୍ଟା ଅଛି ଏ ଗଛକୁ ଲୋକେ ବାଡ଼ରେ ଲଗାନ୍ତି—ଏହା ଦୁଇପ୍ରକାରର— ୧ ପାଣି ମଞ୍ଜୁଆତି —୧. Lawsonia Alba. ଏଥିର ଫୁଲ ଧଳା ଓ ଫକା ୨ ପାଟ ମଞ୍ଜୁଆତି — ୨. A lcanna Tinctoria; Lawsonia Intermis (Haines) Henna; Alcanet. ଏଥିର ଫୁଲ ମନ୍ଦାର ଫୁଲ ପରି ଗାଢ଼ ନାଲି ଓ ଫୁଲର ପାଖୁଡ଼ା ଦୋହରି]