ମଝି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧ୍ୟ, ପ୍ରା ମଝଝ) ସମ୍ପାଦନା

୧. ମଧ୍ୟଭାଗ —୧. The middle.
୨. ମଧ୍ୟସ୍ଥଳରେ ଥିବା ବ୍ୟକ୍ତି —୨. A person who is in the middle.

(ଉ— 'ଆଗ, ସୁନା ପାଗ; ମଝି ମର୍ଦ୍ଦଗାଜୀ, ପଛ ଗୁହପୋଛ' ଶିଶୁଗୀତ)

ବିଶେଷଣ - ସମ୍ପାଦନା

୧. ମଧ୍ୟଭାଗରେ ସ୍ଥିତ —୧. Situate in the middle; middle- most .
୨. ଦୁଇର ମଧ୍ୟରେ ଅବସ୍ଥିତ — ୨. Intermediate.