ମଝି
ମଝି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧ୍ୟ, ପ୍ରା ମଝଝ)
ସମ୍ପାଦନା- ୧. ମଧ୍ୟଭାଗ —୧. The middle.
- ୨. ମଧ୍ୟସ୍ଥଳରେ ଥିବା ବ୍ୟକ୍ତି —୨. A person who is in the middle.
(ଉ— 'ଆଗ, ସୁନା ପାଗ; ମଝି ମର୍ଦ୍ଦଗାଜୀ, ପଛ ଗୁହପୋଛ' ଶିଶୁଗୀତ)
ବିଶେଷଣ -
ସମ୍ପାଦନା- ୧. ମଧ୍ୟଭାଗରେ ସ୍ଥିତ —୧. Situate in the middle; middle- most .
- ୨. ଦୁଇର ମଧ୍ୟରେ ଅବସ୍ଥିତ — ୨. Intermediate.