ମଗାଯଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାର୍ଗଣ+ଯାଚଜ୍ଞା) ସମ୍ପାଦନା

୧. ମାଗିବା ଓ ଯାଚିବା —୧. Asking anhd offering.
୨. (ଏକାର୍ଥକ) ଯାଚଜ୍ଞା —୨. Asking and begging.
୩. ମଗାମଗି (ଦେଖ) - —୩. Magāmagi (See).

ଦେଶଜ - ବିଶେଷଣ - ସମ୍ପାଦନା

ଯାହା ମାଗିକରି ଅଣାଯାଇ ଥାଏ — Obtained by begging.