ମଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମକର) ସମ୍ପାଦନା

୧. ମକର (ଦେଖ) - ୧. Makara (See)

(ଉ—କଳା ମୁଣ୍ଡ ଜଳେ ଛଟକେ ଦେଖାଇ, ବୁଲଇ ମଗର ଏଣେ ତେଣେ ଧାଇଁ ରାଧାନାଥ. ଚିଲିକା)

୨. ନେପାଳି ଜାତିବିଶେଷ (ହିନ୍ଦୀ - ଶ) —୨. A class of the Nepalese.

ପ୍ରାଦେଶିକ - (ଗଡ଼ଜାତ. ସମ୍ୱଲପୁର) ସମ୍ପାଦନା

କୁମ୍ଭୀର —Alligator.