ମଗମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମର୍ମ; ମଗ୍ନ) ସମ୍ପାଦନା

୧. କୌଣସି ବିଷୟର ମର୍ମ ବା ରହସ୍ୟ —୧. The secret of a matter; the key to a matter.
୨. ଅନ୍ତର୍ଦେଶ —୨. Inside.
୩. ହୃଦୟ; ଅନ୍ତର — ୩. Heart.

(ଯଥା—ଏ କଥା ତା ମଗମକୁ ବାଧିଲା)

ବିଶେଷଣ - ସମ୍ପାଦନା

୧. ଗୁପ୍ତ —୧. Secret.
୨. ମର୍ମଭେଦୀ — ୨. Heart-rending; affecting the vital parts.
୩. ସଙ୍କେତଦ୍ୱାରା ପ୍ରକାଶିତ (ବିଷୟ) — ୩. Expressed by signs.