ମଖିଅ
ମଖିଅ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ମୁଖ୍ୟ) ସମ୍ପାଦନା
- ୧. ଦଳ ମଧ୍ୟରେ ପ୍ରଧାନ (ବ୍ୟକ୍ତି); ଶ୍ରେଷ୍ଠ —୧. Chief (amongst a crowd); eminent.
- ୨. ପ୍ରତିନିଧିସ୍ଥାନୀୟ — ୨. Representative.
ବିଶେଷ୍ୟ - ସମ୍ପାଦନା
- ୧. ଦଳଚ ପ୍ରଧାନ ବ୍ୟକ୍ତି —୧. A chief.
- ୨. ପ୍ରତିନିଧି —୨. A representative.
- ୩. ନେତା; ସରଦାର —୩. Leader.
- ୪. ବଲ୍ଲଭାର୍ଯ୍ୟ ସଂପ୍ରଦାୟ ମନ୍ଦିରର ପୂଜକ ଓ ପାଚକ ବାବାଜୀଙ୍କ ଉପାଧି —୪. The title of the worshipper and cook of a temple belonging to the Ballabhāchārjya sect.