ମଖସା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ପ୍ରାଦେ—(ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଫ. ମଖାସା)

ସମ୍ପାଦନା

ପୁରସ୍କାରରୂପେ ପ୍ରଦତ୍ତ ଯାଗିରି —Jagir land granted as a reward for services rendered.

୧. (ଗଞ୍ଜାମ, ଜୟପୁର) ବି— ରାଜକାର୍ଯ୍ୟ କରିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅଳ୍ପ ଖଜଣାରେ ଯେଉଁ ଜାଗିରି ଦିଆଯାଏ —୧. Jaigirs granted to publice servants on quit-rent for rendering service.