ମକୁଟା
ମକୁଟା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମକୁଟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମକୁଟ)
ସମ୍ପାଦନା- ୧. ମୋଟା ପାଟରେ ତିଆରି ଏକ ପ୍ରକାର ମଠା —୧. Cloth made of coarse or worsted silk.
- ୨. ବାଉଳି; ଘରର ହାତିଅନ୍ଧ ଉପରର ଚାଳରେ ପଦାକୁ ବାହାର କରାଯାଇ ବନ୍ଧାଯାଇଥିବା ନଡ଼ା ଗୋଛା — ୨. Straw projecting from the gable-roof.
- ୩. ନାହାଚାଳିଆ ଘରର ହାତିଅନ୍ଧ ଉପରର ତ୍ରିଭୁଜା— କାର ଅଂଶ —୩. Bable of a thatched house.