ମକୁଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମକୁଟ) ସମ୍ପାଦନା

୧. ମୋଟା ପାଟରେ ତିଆରି ଏକ ପ୍ରକାର ମଠା —୧. Cloth made of coarse or worsted silk.
୨. ବାଉଳି; ଘରର ହାତିଅନ୍ଧ ଉପରର ଚାଳରେ ପଦାକୁ ବାହାର କରାଯାଇ ବନ୍ଧାଯାଇଥିବା ନଡ଼ା ଗୋଛା — ୨. Straw projecting from the gable-roof.
୩. ନାହାଚାଳିଆ ଘରର ହାତିଅନ୍ଧ ଉପରର ତ୍ରିଭୁଜା— କାର ଅଂଶ —୩. Bable of a thatched house.