ମଉଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ମ୍ଳୈ ଧାତୁ=ମ୍ଳାନ ହେବା) ସମ୍ପାଦନା

୧. ମ୍ଳାନ ହେବା —୧. To become pale.

(ଉ—କେଡ଼େ ସୁକୁମାର ବସ୍ତୁ ସତେ ଅବା ମଉଳିଯିବ ପରଶେ ରାଧାନାଥ. ପାର୍ବତୀ)

୨. ଝାଉଁଲି ଯିବା —୨. To wither.

(ଉ—ଏକମାତ୍ର ପାରିଜାତ ଭାରତନନ୍ଦକୁ ପଡ଼ିଲା ମଉଳି ଝଡ଼ି ଚିନ୍ତାମଣି ବିକ୍ରମାଦିତ୍ୟ)

୩. ନିସ୍ତେଜ ହେବା —୩. To be shorn of lustre.
୪. ଗର୍ବ ବା କ୍ରୋଧ ତ୍ୟାଗ କରି ନତ ହେବା; ନମ୍ର ହେବା — ୪. To climb down; to become crestfallen.
୫. (ସଭା ଆଦି) ଭାଙ୍ଗିଯିବା —୫. To disperse (said of an assembly or meeting).