ମଉଡ଼ମଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁକୁଟମଣି) ସମ୍ପାଦନା

୧. ମୁକଟରେ ଥିବା ପଥର — ୧. Gem set in a crown.
୨. (ଲକ୍ଷଣାର୍ଥ) ସର୍ବଶ୍ରେଷ୍ଠ ବ୍ୟକ୍ତି; ପ୍ରଧାନ ବା ସରଦାର —୨. (figurative) The chief or head of a class.

(ଉ—ଅପଣ ସ୍ୱଜାତର ମଉଡ଼ମଣି, ଘଣ୍ଟାଏ ହେଲା ବସିଲେଣି ଫକୀରମୋହନ. ଗଳ୍ପସ୍ୱଳ୍ପ)

[ଦ୍ରଷ୍ଟବ୍ୟ —ପ୍ରାଚୀନ ଉତ୍କଳର ସ୍ୱାଧୀନ ନରପତିଙ୍କୁ 'ଲକ୍ଷେ ରାଜାରେ ମଉଡ଼ମଣି' ବୋଲି ଲୋକ କହୁଥିଲେ]