ମଉଛୁବ
ମଉଛୁବ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ମଉଛା—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂ ମହୋତ୍ସବ; ପ୍ରା, ମହୋଚ୍ଛବ) ସମ୍ପାଦନା
- ୧. ମହୋତ୍ସବ —୧. A great festival.
- ୨. ବଡ଼ ଭୋଜୀ —୨. A great feast.
(ଉ— ଗୋଟାଏ ଘରେ ମେଳା ମଉଛୁବରେ ପିଠା ଖଜା ତିଆରି ହୁଏ ଫକୀରମୋହନ. ଗଳ୍ପସ୍ୱଳ୍ପ)
- ୩. ମଠର ମହନ୍ତ ଆଦିଙ୍କ ଶ୍ରାଦ୍ଧ ଉପଲକ୍ଷରେ ବୈଷ୍ଣବମାନଙ୍କୁ ଦିଆଯିବା ଭୋଜୀ —୩. A feast given to B&aline;i̱shṇabas on the anniversary of the death of a Mahanta.