ମଉକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ମୋ (ମୌ)କା—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୌକା=ଘଟନାସ୍ଥଳ) ସମ୍ପାଦନା

୧. ଅବସର — ୧. Leisure.
୨. ସୁବିଧା; ସୁଯୋଗ — ୨. Opportunity.
୩. ଘଟନାସ୍ଥଳ — ୩. Place of occurence.
୪. ଉପଯୁକ୍ତ କର୍ମକ୍ଷେତ୍ର —୪. A proper field for one's action.