ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ମଉକା
ଭାଷା
ଦେଖିବେ
ସମ୍ପାଦନା
ମଉକା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ବୈଦେଶିକ - ବିଶେଷ୍ୟ - (ଆରବୀ - ମୌକା=ଘଟନାସ୍ଥଳ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Maukā
ଆଇ.ପି.ଏ.
— mˈʌukˌa
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ମଉକା
ବଙ୍ଗାଳୀ:
সুযোগ
ହିନ୍ଦୀ:
मौका
[ମୋ (ମୌ)କା—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଆରବୀ - ମୌକା=ଘଟନାସ୍ଥଳ)
ସମ୍ପାଦନା
୧. ଅବସର — ୧. Leisure.
୨. ସୁବିଧା; ସୁଯୋଗ — ୨. Opportunity.
୩. ଘଟନାସ୍ଥଳ — ୩. Place of occurence.
୪. ଉପଯୁକ୍ତ କର୍ମକ୍ଷେତ୍ର —୪. A proper field for one's action.