ମଇଧେ
ମଇଧେ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମଇଧେ
|
ଗ୍ରାମ୍ୟ - କ୍ରି.ବିଶେଷଣ - (ସଂସ୍କୃତ - ମଧ୍ୟ; କଚିରିଆ)
ସମ୍ପାଦନା- ୧. ମଧ୍ୟରେ — ୧. Amongst.
(ଉ—ଅଳଙ୍କାର ମଇଧେ ନିମକାଠି ଥାନେ—ଢଗ) ===
- ୨. ମଧ୍ୟରୁ — ୨. From; out of.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ହିସାବପତ୍ରରେ 'ମଧ୍ୟରୁ' ଅର୍ଥରେ /?/ ଏହିପରି ସାଙ୍କେତିକରୂପେ ଲେଖା ଯାଏ
ଯଥା—ଜମା ଟ ୩ /?/ ଖରଚ ଟ ୨ ଯାଇ ବାକି ରହିଲା ଟ :
ଅର୍ଥାତ୍ ତିନିଟଙ୍କା ଜମା ମଇଧେ ବା ମଧ୍ୟରୁ ଦୁଇଟଙ୍କା ଦୁଇଅଣା ଖରଚ ବାଦ୍ ଯାଇ ବାକି ବଳିଲା ଚଉଦଅଣା]