ମଇଁଷିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ମହିଷ ସମ୍ୱନ୍ଧୀୟ —୧. Relating to buffalo.
୨. ମହିଷଜାତ; ମହିଷୋତ୍ପନ୍ନ — ୨. Produced from buffalo.
୩. (ଏକ— ଜାତୀୟ ଫଳ ବା ଜନ୍ତୁ ମଧ୍ୟରେ ବଡ଼ ଆକୃତିବିଶିଷ୍ଟ ଫଳକୁ ବା ଜନ୍ତୁକୁ ମଇଁଷିଆ ଓ ଛୋଟ ଆକୃତିବିଶିଷ୍ଟ ଫଳକୁ ବା ଜନ୍ତୁକୁ ଗାଈଆ ବୋଲାଯାଏ) ବଡ଼ଜାତୀୟ —୩. Belonging to a large species.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ମହିଷ ରକ୍ଷକ —A tender of buffaloes.