ମଅନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି— (ସଂସ୍କୃତ - ମଥନୋତ୍ଥ=ଘୃତ? କିମ୍ୱା ସଂସ୍କୃତ - ମଦନ=ମହମ —ଯୋଦେଶ୍ଚନ୍ଦ୍ର) ସମ୍ପାଦନା

ରୁଟୀ ଓ ଲୁଚି ପାଇଁ ଅଟାର ବା ମଇଦାର ପିଣ୍ଡ ଚକଟା ହେବା ପୂର୍ବରୁ ଅଟାରେ ବା ମଇଦାରେ ମିଶାଯିବା ଘିଅ —Ghee mixed with flour before it is mixed with water and kneaded in to dough.

[ଦ୍ରଷ୍ଟବ୍ୟ —ଅଟାରେ ମଅନ୍ ଦେଲେ ରୁଟି ବା ପୁରୀ ଫୁଲକା ଓ ହାଲୁକା ହୁଏ]